Close Menu
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
  • Latest News
  • ଆନ୍ତର୍ଜାତୀୟ
  • ଜାତୀୟ
  • ପଲିଟିକ୍ସ
  • ବାଣିଜ୍ୟ
  • ଖେଳ
  • ବଲିଉଡ୍
  • Tech
  • Auto
Facebook X (Twitter)
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
Facebook X (Twitter)
  • Home
  • ଆନ୍ତର୍ଜାତୀୟ
  • ଜାତୀୟ
  • ପଲିଟିକ୍ସ
  • ବାଣିଜ୍ୟ
  • ଖେଳ
  • ବଲିଉଡ୍
  • Tech
  • Auto
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
Home»ବାଣିଜ୍ୟ

2026 ଆରମ୍ଭରୁ ଧମାକା: Gold ପହଞ୍ଚିଲା 1.36 ଲକ୍ଷ, Silver ଡେଇଁଲା 9000

ବାଣିଜ୍ୟ
odiapaper
Share
Facebook Twitter Email WhatsApp

ଭୁବନେଶ୍ୱର: ନୂଆ ବର୍ଷରେ ସୁନା କିଣିବାକୁ ପ୍ଲାନ କରୁଛନ୍ତି କି? ତେବେ ଟିକେ ସମ୍ଭାଳି ଯାଆନ୍ତୁ। କାରଣ 2026 ମସିହା ଆରମ୍ଭରୁ ହିଁ ବୁଲିଅନ୍ (Bullion) ମାର୍କେଟରେ ନିଆଁ ଲାଗିଯାଇଛି। ସାଧାରଣ ଲୋକଙ୍କ ହୋସ୍ ଉଡ଼ାଇ ଦେଲା ଭଳି ଖବର ଆସିଛି। ଗୋଟିଏ ଦିନରେ Silver ଦାମ୍ ଏମିତି ବଢିଛି ଯେମିତି କ୍ରିକେଟ୍ ସ୍କୋର ବୋର୍ଡ ଚାଲିଛି।

ଶୁକ୍ରବାର, 2 ଜାନୁଆରୀ 2026 ରେ ମାର୍କେଟ ଖୋଲୁ ଖୋଲୁ Gold ଏବଂ Silver ଦାମ୍ ଆକାଶଛୁଆଁ ହୋଇଯାଇଛି। ରିପୋର୍ଟ ଅନୁସାରେ, Silver ଦାମ୍ ହଠାତ୍ 9000 ଟଙ୍କା ବଢିଯାଇଛି। MCX ରେ Silver ବର୍ତ୍ତମାନ 1 କିଲୋ ପ୍ରତି ପାଖାପାଖି 2.42 ଲକ୍ଷ ଟଙ୍କାରେ ପହଞ୍ଚିଛି। ଖାଲି ସେତିକି ନୁହେଁ, Gold ଦାମ୍ ମଧ୍ୟ ପଛରେ ନାହିଁ। 10 ଗ୍ରାମ Gold ର ଦାମ୍ 1.36 ଲକ୍ଷ ଟଙ୍କା ଛୁଇଁଛି।

ଏହି ଅଚାନକ ଦର ବୃଦ୍ଧି ପଛରେ ଅନ୍ତର୍ଜାତୀୟ କାରଣ ରହିଛି। ଆମେରିକାରେ ଡଲାର (Dollar) କମଜୋର ହେବା ଏବଂ US Federal Reserve ସୁଧ ହାର କମାଇବା ନେଇ ଚର୍ଚ୍ଚା ଜୋର୍ ଧରିଛି। ଏହା ସହିତ ଇଣ୍ଡଷ୍ଟ୍ରିଆଲ୍ ଡିମାଣ୍ଡ, ବିଶେଷ କରି ଇଲେକ୍ଟ୍ରିକ୍ ଭେହିକିଲ୍ (EV) ଏବଂ ସୋଲାର ପ୍ୟାନେଲ ତିଆରିରେ Silver ର ବ୍ୟବହାର ବଢୁଥିବାରୁ ଏହାର ଦାମ୍ ହୁ ହୁ ହୋଇ ବଢୁଛି।

ଏକ୍ସପର୍ଟମାନେ କହୁଛନ୍ତି, 2026 ରେ Gold ଅପେକ୍ଷା Silver ଅଧିକ ରିଟର୍ଣ୍ଣ ଦେଇପାରେ। ଯଦି ଆପଣ ଇନଭେଷ୍ଟମେଣ୍ଟ (Investment) ପାଇଁ ଭାବୁଛନ୍ତି, ତେବେ ଏହା ଭଲ ସମୟ ହୋଇପାରେ, କିନ୍ତୁ ଗହଣା କିଣିବାକୁ ଚାହୁଁଥିବା ମଧ୍ୟବିତ୍ତ ପରିବାରଙ୍କ ପାଇଁ ଏହା ବଡ଼ ଝଟକା। ବିବାହ ଋତୁ ପୂର୍ବରୁ ଏଭଳି ଦର ବୃଦ୍ଧି ଗ୍ରାହକଙ୍କ ଚିନ୍ତା ବଢାଇ ଦେଇଛି।

Related posts

odiapaper

ରୁପା ପାଇଁ ପାଗଳ ଭାରତ : ଦର 3 ଗୁଣ ବଢିଲେ ବି ଆମଦାନୀରେ ରେକର୍ଡ, ଚୀନ୍ ଚକ୍ରବ୍ୟୂହରେ ଫସିପାରେ ଦେଶ

odiapaper

ଇତିହାସ ବଦଳିଲା: Tesla କୁ କଚାଡ଼ି 1 ନମ୍ବର ହେଲା BYD

silver

ରୁପାର ରକେଟ୍ ଗତି : ଆପଲ୍-ଗୁଗଲ୍ ଫିକା, ଏବେ ଏନଭିଡିଆକୁ ପଛରେ ପକାଇବାକୁ ରୁପା ପ୍ରସ୍ତୁତ

Latest Posts
ଶିରୋନାମା: ଟ୍ରମ୍ପଙ୍କ ଧମକ : ମଜା ପାଇଁ ଇରାନକୁ ପୁଣି ବୋମା ମାଡ଼ କରିବୁ!

ଶିରୋନାମା: ଟ୍ରମ୍ପଙ୍କ ଧମକ : ମଜା ପାଇଁ ଇରାନକୁ ପୁଣି ବୋମା ମାଡ଼ କରିବୁ!

iran

ନେତନ୍ୟାହୁଙ୍କ ପଛରେ ଇରାନ : ବଞ୍ଚିବା ଅସମ୍ଭବ, ଘରେ ପଶି ମାରିବୁ!

china missile

ଇରାନ-ଇସ୍ରାଏଲ୍ ଯୁଦ୍ଧରେ ‘ଚାଇନା’ କନେକ୍ସନ୍: ଘାତକ ଅସ୍ତ୍ର ପଛର ଅସଲ କାହାଣୀ

india euro deal

ଭାରତ-ୟୁରୋପ ବାଣିଜ୍ୟ ଡିଲ୍ : ବ୍ରସେଲ୍ସରେ ଗୋୟଲଙ୍କ ‘ପାୱାର୍ ମିଟିଂ’, ଖୋଲିବ କି ବଡ଼ ବଜାରର ରାସ୍ତା?

Sticky Mobile Footer
Home Latest Trending Categories Podcast

Your go-to destination for the facts and trending news in Odia language. We are committed to delivering accurate, reliable, and real news covering various topics, including politics, business, technology, entertainment, sports, and more.

Popular Catagory

  • ଆନ୍ତର୍ଜାତୀୟ
  • ଖେଳ
  • ବଲିଉଡ୍
  • Tech
  • Auto

Company

  • About Us
  • Terms and Conditons
  • Privacy Policy
  • Contact Us

© 2025 Odiapaper. All rights reserved.

Type above and press Enter to search. Press Esc to cancel.