Close Menu
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
  • Latest News
  • ଆନ୍ତର୍ଜାତୀୟ
  • ଜାତୀୟ
  • ପଲିଟିକ୍ସ
  • ବାଣିଜ୍ୟ
  • ଖେଳ
  • ବଲିଉଡ୍
  • Tech
  • Auto
Facebook X (Twitter)
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
Facebook X (Twitter)
  • Home
  • ଆନ୍ତର୍ଜାତୀୟ
  • ଜାତୀୟ
  • ପଲିଟିକ୍ସ
  • ବାଣିଜ୍ୟ
  • ଖେଳ
  • ବଲିଉଡ୍
  • Tech
  • Auto
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
Home»ପଲିଟିକ୍ସ

ରାଘବଙ୍କୁ ଶକ୍ତ ଝଟକା: ସିକ୍ୟୁରିଟି ଛଡ଼ାଇନେଲେ ପଞ୍ଜାବ ସରକାର

ପଲିଟିକ୍ସ
ରାଘବଙ୍କୁ ଶକ୍ତ ଝଟକା: ସିକ୍ୟୁରିଟି ଛଡ଼ାଇନେଲେ ପଞ୍ଜାବ ସରକାର
Share
Facebook Twitter Email WhatsApp

ଚଣ୍ଡିଗଡ଼: ରାଜନୀତିର ପାଗ କେତେବେଳେ କେଉଁଆଡ଼େ ମୋଡ଼ ନେବ, ତାହା କହିବା ମୁସ୍କିଲ। ଯେଉଁ ନେତା ଦିନେ ‘ଆପ୍’ର ପୋଷ୍ଟର ବୟ ଥିଲେ, ଆଜି କାଳେ ସେ ନିଜ ଦଳ ପାଇଁ ପର ହୋଇଯାଇଛନ୍ତି! ଆମ୍ ଆଦମୀ ପାର୍ଟିର ସବୁଠାରୁ ଚର୍ଚ୍ଚିତ ଚେହେରା ତଥା ରାଜ୍ୟସଭା MP ରାଘବ ଚଢ଼ାଙ୍କୁ ନେଇ ଏବେ ପୁରା ଦେଶରେ ଚର୍ଚ୍ଚା। ପଞ୍ଜାବର ଭଗବନ୍ତ ମାନ୍ ସରକାର ହଠାତ୍ ରାଘବଙ୍କ ପାଖରୁ ସବୁ ସୁରକ୍ଷା ବ୍ୟବସ୍ଥା ଫେରାଇ ନେଇଛନ୍ତି।

ସୂଚନା ଅନୁସାରେ, ରାଘବଙ୍କୁ ମିଳୁଥିବା ‘ସିକ୍ୟୁରିଟି’କୁ ସରକାର ସମ୍ପୂର୍ଣ୍ଣ ଭାବେ କାଟି ଦେଇଛନ୍ତି। ଏହି ଘଟଣା ପଛରେ ଏକ ବଡ଼ ‘ଡ୍ରାମା’ ଚାଲିଥିବା କୁହାଯାଉଛି। ସୋର୍ସ ଅନୁସାରେ, ‘ଆପ୍’ ହାଇକମାଣ୍ଡଙ୍କ ସହ ରାଘବଙ୍କର କିଛି ଦିନ ହେବ ଖଟାପଟା ଚାଲିଛି। ଦଳ ଭିତରେ ଥିବା ଏହି ‘କୋଲ୍ଡ ୱାର’ ଯୋଗୁଁ ହିଁ ପଞ୍ଜାବ ପୁଲିସ୍ ତାଙ୍କ ସିକ୍ୟୁରିଟି ୱିଡ୍ର (Withdraw) କରିଥିବା ଜଣାପଡ଼ିଛି।

ଗତ କିଛି ମାସ ଧରି ରାଘବ ଚଢ଼ାଙ୍କୁ ଦଳର କୌଣସି ବଡ଼ ଇଭେଣ୍ଟରେ ଦେଖିବାକୁ ମିଳୁନଥିଲା। ଏପରିକି ଅରବିନ୍ଦ କେଜ୍ରିୱାଲ ଜେଲ୍ ଯିବା ସମୟରେ ମଧ୍ୟ ସେ ଅଧିକାଂଶ ସମୟ ଲଣ୍ଡନରେ ଥିଲେ। ନିକଟରେ ସେ ରାଜ୍ୟସଭାକୁ ଫେରିଥିଲେ ମଧ୍ୟ ଦଳ ସହ ତାଙ୍କର ସମ୍ପର୍କ ପୂର୍ବ ଭଳି ନଥିବା ଚର୍ଚ୍ଚା ହେଉଛି।

ଏହି ଘଟଣା ଏବେ ପଞ୍ଜାବ ରାଜନୀତିରେ ହଇଚଇ ସୃଷ୍ଟି କରିଛି। ବିରୋଧୀ ଦଳଗୁଡ଼ିକ ଏହାକୁ ନେଇ ସରକାରଙ୍କୁ ଟାର୍ଗେଟ କରିବା ଆରମ୍ଭ କଲେଣି। ନିଜ ଦଳର MPଙ୍କ ସୁରକ୍ଷା କାହିଁକି ହଟାଗଲା, ସେ ନେଇ ଏବେ ସବୁଠି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Related posts

ଆସାମ ଇଲେକ୍ସନ୍ : ନୂଆ ସିଟ୍‌ରେ ପୁରୁଣା ଖେଳାଳି, ୱାଜେଦଙ୍କ ଉପରେ କଂଗ୍ରେସର ବଡ଼ ବେଟ୍

ଆସାମ ଇଲେକ୍ସନ୍ : ନୂଆ ସିଟ୍‌ରେ ପୁରୁଣା ଖେଳାଳି, ୱାଜେଦଙ୍କ ଉପରେ କଂଗ୍ରେସର ବଡ଼ ବେଟ୍

ବେଙ୍ଗଲ୍ ଫେଜ୍-2 ଭୋଟିଂ : ଆରମ୍ଭରୁ ଆକ୍ସନ୍, ଇଭିଏମ୍ ଗଡ଼ବଡ଼ ସାଙ୍ଗକୁ ହିଂସା

ବେଙ୍ଗଲ୍ ଫେଜ୍-2 ଭୋଟିଂ : ଆରମ୍ଭରୁ ଆକ୍ସନ୍, ଇଭିଏମ୍ ଗଡ଼ବଡ଼ ସାଙ୍ଗକୁ ହିଂସା

ଗୁଜରାଟ ଇଲେକ୍ସନ୍ ରେଜଲ୍ଟ : ସବୁଠି ବିଜେପିର କ୍ଲିନ୍ ସୁଇପ୍, ସୁରଟରେ ଆପ୍ ର ଖେଳ ଖତମ୍

ଗୁଜରାଟ ଇଲେକ୍ସନ୍ ରେଜଲ୍ଟ : ସବୁଠି ବିଜେପିର କ୍ଲିନ୍ ସୁଇପ୍, ସୁରଟରେ ଆପ୍ ର ଖେଳ ଖତମ୍

Latest Posts
ଆସାମ ଇଲେକ୍ସନ୍ : ନୂଆ ସିଟ୍‌ରେ ପୁରୁଣା ଖେଳାଳି, ୱାଜେଦଙ୍କ ଉପରେ କଂଗ୍ରେସର ବଡ଼ ବେଟ୍

ଆସାମ ଇଲେକ୍ସନ୍ : ନୂଆ ସିଟ୍‌ରେ ପୁରୁଣା ଖେଳାଳି, ୱାଜେଦଙ୍କ ଉପରେ କଂଗ୍ରେସର ବଡ଼ ବେଟ୍

ଖୋଲା ଛାତ, ରକେଟ୍ ଭଳି ସ୍ପିଡ୍ : ରାସ୍ତାରେ ନିଆଁ ଲଗାଇବ ବିଏମଡବ୍ଲୁ ର ନୂଆ କାର୍

ଖୋଲା ଛାତ, ରକେଟ୍ ଭଳି ସ୍ପିଡ୍ : ରାସ୍ତାରେ ନିଆଁ ଲଗାଇବ ବିଏମଡବ୍ଲୁ ର ନୂଆ କାର୍

ବେଙ୍ଗଲ୍ ଫେଜ୍-2 ଭୋଟିଂ : ଆରମ୍ଭରୁ ଆକ୍ସନ୍, ଇଭିଏମ୍ ଗଡ଼ବଡ଼ ସାଙ୍ଗକୁ ହିଂସା

ବେଙ୍ଗଲ୍ ଫେଜ୍-2 ଭୋଟିଂ : ଆରମ୍ଭରୁ ଆକ୍ସନ୍, ଇଭିଏମ୍ ଗଡ଼ବଡ଼ ସାଙ୍ଗକୁ ହିଂସା

ଅର୍ଥନୀତି ଉପରେ ମାଡ଼ : କାହିଁକି ଧନୀ ଇସ୍ରାଏଲକୁ ଦରକାର ପଡ଼ିଲା ଟ୍ରମ୍ପଙ୍କ 'ବେଲଆଉଟ୍' ?

ଅର୍ଥନୀତି ଉପରେ ମାଡ଼ : କାହିଁକି ଧନୀ ଇସ୍ରାଏଲକୁ ଦରକାର ପଡ଼ିଲା ଟ୍ରମ୍ପଙ୍କ ‘ବେଲଆଉଟ୍’ ?

Sticky Mobile Footer
Home Latest Trending Categories Podcast

Your go-to destination for the facts and trending news in Odia language. We are committed to delivering accurate, reliable, and real news covering various topics, including politics, business, technology, entertainment, sports, and more.

Popular Catagory

  • ଆନ୍ତର୍ଜାତୀୟ
  • ଖେଳ
  • ବଲିଉଡ୍
  • Tech
  • Auto

Company

  • About Us
  • Terms and Conditons
  • Privacy Policy
  • Contact Us

© 2025 Odiapaper. All rights reserved.

Type above and press Enter to search. Press Esc to cancel.