Close Menu
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
  • Latest News
  • ଆନ୍ତର୍ଜାତୀୟ
  • ଜାତୀୟ
  • ପଲିଟିକ୍ସ
  • ବାଣିଜ୍ୟ
  • ଖେଳ
  • ବଲିଉଡ୍
  • Tech
  • Auto
Facebook X (Twitter)
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
Facebook X (Twitter)
  • Home
  • ଆନ୍ତର୍ଜାତୀୟ
  • ଜାତୀୟ
  • ପଲିଟିକ୍ସ
  • ବାଣିଜ୍ୟ
  • ଖେଳ
  • ବଲିଉଡ୍
  • Tech
  • Auto
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
Home»ବାଣିଜ୍ୟ

ସୁନା ବଜାରରେ ଖସିଲା ଦର : ଅକ୍ଷୟ ତୃତୀୟା ପରେ ଗ୍ରାହକଙ୍କୁ ଆଶ୍ୱସ୍ତି, ତଳମୁହାଁ ମାର୍କେଟ୍‌

ବାଣିଜ୍ୟ
ସୁନା ବଜାରରେ ଖସିଲା ଦର : ଅକ୍ଷୟ ତୃତୀୟା ପରେ ଗ୍ରାହକଙ୍କୁ ଆଶ୍ୱସ୍ତି, ତଳମୁହାଁ ମାର୍କେଟ୍‌
Share
Facebook Twitter Email WhatsApp

ନୂଆଦିଲ୍ଲୀ: ଅକ୍ଷୟ ତୃତୀୟାର ଗହଳି ଚହଳ ଏବେ ବି ମାର୍କେଟରୁ ଲିଭିନି। କିନ୍ତୁ ଗହଣା ଦୋକାନରେ ଭିଡ଼ ଲାଗିଥିବା ବେଳେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସୁନା କିଣିବାକୁ ପ୍ଲାନ୍‌ କରୁଥିବା ଲୋକଙ୍କ ପାଇଁ ଆସିଛି ଆଶ୍ୱସ୍ତିର ଖବର। ପବିତ୍ର ଅକ୍ଷୟ ତୃତୀୟା ସରିବା ପରେ ଏବେ ସୁନା ଦରରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି।

ଆଜି ମଲ୍ଟି କମୋଡିଟି ଏକ୍ସଚେଞ୍ଜ ବା MCX ରେ ମାର୍କେଟ୍‌ ଖୋଲିବା ମାତ୍ରେ ସୁନା ଓ ରୁପା ଦର ତଳକୁ ଖସିଥିବା ଦେଖାଯାଇଛି। ସାରା ଦେଶରେ ସୁନା କିଣିବା ପାଇଁ ଗ୍ରାହକଙ୍କ ଭିଡ଼ ଜମୁଥିବା ବେଳେ ଦର କମିବା ସେମାନଙ୍କ ଖୁସିକୁ ଦୁଇଗୁଣିତ କରିଦେଇଛି। କେବଳ ଗୋଲ୍ଡ ନୁହେଁ, ସିଲଭର ବା ରୁପା ରେଟ୍‌ ମଧ୍ୟ କମିଥିବା ରିପୋର୍ଟ ହୋଇଛି।

କାହିଁକି କମୁଛି ଦର? ସୁନା ଦର କମିବା ପଛରେ ଏକ ବଡ଼ କାରଣ ରହିଛି। ବିଶେଷ କରି ୟୁଏସ୍‌ (US) ଏବଂ ଇରାନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ପରିସ୍ଥିତି ଓ ଅନିଶ୍ଚିତତା ଏବେ ଗ୍ଲୋବାଲ ମାର୍କେଟ୍‌କୁ ପ୍ରଭାବିତ କରୁଛି। ଇଣ୍ଟରନ୍ୟାସନାଲ ମାର୍କେଟରେ ସୃଷ୍ଟି ହୋଇଥିବା ଏହି ଅସ୍ଥିରତା ଯୋଗୁଁ ନିବେଶକମାନେ ଦ୍ୱନ୍ଦ୍ୱରେ ଅଛନ୍ତି, ଯାହାର ସିଧାସଳଖ ପ୍ରଭାବ ସୁନା ରେଟ୍‌ ଉପରେ ପଡ଼ିଛି।

ମାର୍କେଟ୍‌ ଏକ୍ସପର୍ଟଙ୍କ କହିବା କଥା, ଅକ୍ଷୟ ତୃତୀୟା ସମୟରେ ଚାହିଦା ଅଧିକ ଥିବାରୁ ଦର ଉପର ମୁହାଁ ଥିଲା। କିନ୍ତୁ ଏବେ ବିଶ୍ୱ ବଜାରରେ ଚାଲିଥିବା ଉତ୍ତେଜନା କାରଣରୁ ମୂଲ୍ୟବାନ ଧାତୁ ଦରରେ ଏହି ପରିବର୍ତ୍ତନ ଦେଖାଦେଇଛି। ଯେଉଁମାନେ ପର୍ବ ଦିନ ସୁନା କିଣିବାକୁ ମିସ୍‌ କରିଥିଲେ, ସେମାନଙ୍କ ପାଇଁ ଏବେ ଏହା ଏକ ବଡ଼ ସୁଯୋଗ। ତେବେ ଆଗକୁ ମାର୍କେଟ୍‌ କେଉଁ ମୋଡ଼ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Related posts

ଅଦାନୀ ଗ୍ୟାସର ଦମଦାର ପରଫରମାନ୍ସ: ପ୍ରଫିଟ୍‌ 9% ବଢିଲା, ରିଭେନ୍ୟୁରେ 17% ଲମ୍ଫ

ଅଦାନୀ ଗ୍ୟାସର ଦମଦାର ପରଫରମାନ୍ସ: ପ୍ରଫିଟ୍‌ 9% ବଢିଲା, ରିଭେନ୍ୟୁରେ 17% ଲମ୍ଫ

ଆକ୍ସିସ୍ ବ୍ୟାଙ୍କ୍ ଶେୟାରରେ ବଡ଼ ଧସେଇ : ଭଲ ରେଜଲ୍ଟ ପରେ ବି କାହିଁକି ଡରୁଛନ୍ତି ଇନଭେଷ୍ଟର?

ଆକ୍ସିସ୍ ବ୍ୟାଙ୍କ୍ ଶେୟାରରେ ବଡ଼ ଧସେଇ : ଭଲ ରେଜଲ୍ଟ ପରେ ବି କାହିଁକି ଡରୁଛନ୍ତି ଇନଭେଷ୍ଟର?

ଅଦାନୀ ଗ୍ରୀନର ଜବରଦସ୍ତ ରିଜଲ୍ଟ: ବଢ଼ିଲା ଟାର୍ଗେଟ୍ ପ୍ରାଇସ୍, ମାଲେମାଲ ହେବେ ଇନଭେଷ୍ଟର!

ଅଦାନୀ ଗ୍ରୀନର ଜବରଦସ୍ତ ରିଜଲ୍ଟ: ବଢ଼ିଲା ଟାର୍ଗେଟ୍ ପ୍ରାଇସ୍, ମାଲେମାଲ ହେବେ ଇନଭେଷ୍ଟର!

Latest Posts
ଆସାମ ଇଲେକ୍ସନ୍ : ନୂଆ ସିଟ୍‌ରେ ପୁରୁଣା ଖେଳାଳି, ୱାଜେଦଙ୍କ ଉପରେ କଂଗ୍ରେସର ବଡ଼ ବେଟ୍

ଆସାମ ଇଲେକ୍ସନ୍ : ନୂଆ ସିଟ୍‌ରେ ପୁରୁଣା ଖେଳାଳି, ୱାଜେଦଙ୍କ ଉପରେ କଂଗ୍ରେସର ବଡ଼ ବେଟ୍

ଖୋଲା ଛାତ, ରକେଟ୍ ଭଳି ସ୍ପିଡ୍ : ରାସ୍ତାରେ ନିଆଁ ଲଗାଇବ ବିଏମଡବ୍ଲୁ ର ନୂଆ କାର୍

ଖୋଲା ଛାତ, ରକେଟ୍ ଭଳି ସ୍ପିଡ୍ : ରାସ୍ତାରେ ନିଆଁ ଲଗାଇବ ବିଏମଡବ୍ଲୁ ର ନୂଆ କାର୍

ବେଙ୍ଗଲ୍ ଫେଜ୍-2 ଭୋଟିଂ : ଆରମ୍ଭରୁ ଆକ୍ସନ୍, ଇଭିଏମ୍ ଗଡ଼ବଡ଼ ସାଙ୍ଗକୁ ହିଂସା

ବେଙ୍ଗଲ୍ ଫେଜ୍-2 ଭୋଟିଂ : ଆରମ୍ଭରୁ ଆକ୍ସନ୍, ଇଭିଏମ୍ ଗଡ଼ବଡ଼ ସାଙ୍ଗକୁ ହିଂସା

ଅର୍ଥନୀତି ଉପରେ ମାଡ଼ : କାହିଁକି ଧନୀ ଇସ୍ରାଏଲକୁ ଦରକାର ପଡ଼ିଲା ଟ୍ରମ୍ପଙ୍କ 'ବେଲଆଉଟ୍' ?

ଅର୍ଥନୀତି ଉପରେ ମାଡ଼ : କାହିଁକି ଧନୀ ଇସ୍ରାଏଲକୁ ଦରକାର ପଡ଼ିଲା ଟ୍ରମ୍ପଙ୍କ ‘ବେଲଆଉଟ୍’ ?

Sticky Mobile Footer
Home Latest Trending Categories Podcast

Your go-to destination for the facts and trending news in Odia language. We are committed to delivering accurate, reliable, and real news covering various topics, including politics, business, technology, entertainment, sports, and more.

Popular Catagory

  • ଆନ୍ତର୍ଜାତୀୟ
  • ଖେଳ
  • ବଲିଉଡ୍
  • Tech
  • Auto

Company

  • About Us
  • Terms and Conditons
  • Privacy Policy
  • Contact Us

© 2025 Odiapaper. All rights reserved.

Type above and press Enter to search. Press Esc to cancel.