Close Menu
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
  • Latest News
  • ଆନ୍ତର୍ଜାତୀୟ
  • ଜାତୀୟ
  • ପଲିଟିକ୍ସ
  • ବାଣିଜ୍ୟ
  • ଖେଳ
  • ବଲିଉଡ୍
  • Tech
  • Auto
Facebook X (Twitter)
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
Facebook X (Twitter)
  • Home
  • ଆନ୍ତର୍ଜାତୀୟ
  • ଜାତୀୟ
  • ପଲିଟିକ୍ସ
  • ବାଣିଜ୍ୟ
  • ଖେଳ
  • ବଲିଉଡ୍
  • Tech
  • Auto
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
Home»ଆନ୍ତର୍ଜାତୀୟ

ବିଜିଂ ଟ୍ରିପ୍ ପୂର୍ବରୁ ହାଇ-ଭୋଲଟେଜ୍ ଡ୍ରାମା: ହର୍ମୁଜରେ ମୁହାଁମୁହିଁ ଚୀନ-ଆମେରିକା, ବଢିଲା ଯୁଦ୍ଧର ଟେନସନ!

ଆନ୍ତର୍ଜାତୀୟ
ବିଜିଂ ଟ୍ରିପ୍ ପୂର୍ବରୁ ହାଇ-ଭୋଲଟେଜ୍ ଡ୍ରାମା: ହର୍ମୁଜରେ ମୁହାଁମୁହିଁ ଚୀନ-ଆମେରିକା, ବଢିଲା ଯୁଦ୍ଧର ଟେନସନ!
Share
Facebook Twitter Email WhatsApp

ୱାଶିଂଟନ/ବିଜିଂ: ସମୁଦ୍ର ମଝିରେ ଦୁଇ ସୁପରପାୱାରଙ୍କ ମଧ୍ୟରେ ଜବରଦସ୍ତ ଟଣାଓଟରା। ବିଶ୍ୱ ବଜାରରେ ତେଲ ଦରକୁ ନେଇ ଭୟ ଖେଳିଯାଇଥିବା ବେଳେ ଏବେ ହର୍ମୁଜ ପ୍ରଣାଳୀ ପାଲଟିଛି ନୂଆ ଯୁଦ୍ଧକ୍ଷେତ୍ର। ଗୋଟେ ପଟେ ଆମେରିକା ପ୍ରେସିଡେଣ୍ଟ ଡୋନାଲ୍ଡ ଟ୍ରମ୍ପ ଚୀନ ଗସ୍ତ ପାଇଁ ବ୍ୟାଗ୍ ସଜାଉଛନ୍ତି, କିନ୍ତୁ ଏହା ପୂର୍ବରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଏବେ ‘ରେଡ୍ ଜୋନ୍’ରେ ପହଞ୍ଚିଛି।

ହର୍ମୁଜ ପ୍ରଣାଳୀରେ ଚୀନର ‘ବ୍ଲକେଡ୍’ ବା ନାକାବନ୍ଦୀକୁ ନେଇ ଆମେରିକା ଏବେ ପୂରା ସିରିୟସ। ସମୁଦ୍ର ପଥରେ ଚୀନ ଯେଉଁ ଚାଲ୍ ଖେଳୁଛି, ତାକୁ ନେଇ ହ୍ୱାଇଟ୍ ହାଉସ୍ ଖପ୍ପା। ଏହି ଷ୍ଟ୍ରାଟେଜିକ ପଏଣ୍ଟ ଦେଇ ଦୁନିଆର ଅଧିକାଂଶ ତେଲ ଯାତାୟତ କରେ, ଆଉ ଏହା ଉପରେ କଣ୍ଟ୍ରୋଲ ପାଇଁ ଏବେ ଦୁଇ ମହାଶକ୍ତିଙ୍କ ମଧ୍ୟରେ କାଦୁଅ ଫିଙ୍ଗାଫିଙ୍ଗି ଆରମ୍ଭ ହୋଇଛି।

ରିପୋର୍ଟ ଅନୁସାରେ, ଟ୍ରମ୍ପ ବେଜିଂ ପହଞ୍ଚିବା ଆଗରୁ ଚୀନ ଏଭଳି ପଦକ୍ଷେପ ନେଇ ଆମେରିକାକୁ ଗ୍ଲୋବାଲ ଲେଭଲରେ ଚେକ୍ ଦେବାକୁ ଚାହୁଁଛି। ଏହି ଇସ୍ୟୁ ଯୋଗୁଁ ଟ୍ରମ୍ପଙ୍କ ଗସ୍ତ କେତେ ସଫଳ ହେବ, ତାହାକୁ ନେଇ ଏବେ ଏକ୍ସପର୍ଟମାନେ ପ୍ରଶ୍ନ ଉଠାଇଲେଣି। ଚୀନ ଏହି ଷ୍ଟ୍ରେଟକୁ ବ୍ଲକ କରି ଗ୍ଲୋବାଲ ମାର୍କେଟରେ ନିଜର ପତିଆରା ଦେଖାଇବାକୁ ଚେଷ୍ଟା କରୁଥିବା ବେଳେ ଆମେରିକା ଏହାକୁ ସହଜରେ ଛାଡିବା ମୁଡ୍‌ରେ ନାହିଁ।

ଆମେରିକା ପକ୍ଷରୁ କୁହାଯାଇଛି ଯେ, ସମୁଦ୍ର ପଥରେ କୌଣସି ପ୍ରକାର ଦାଦାଗିରି ସହ୍ୟ କରାଯିବ ନାହିଁ। ଯଦି ଚୀନ ପଛକୁ ନହଟେ, ତେବେ ପରିସ୍ଥିତି ଆହୁରି ଖରାପ ହୋଇପାରେ। ସେପଟେ ଚୀନ ମଧ୍ୟ ନିଜ ଜିଦ୍‌ରେ ଅଟଳ। ଫଳରେ ଟ୍ରମ୍ପଙ୍କ ବିଜିଂ ଗସ୍ତ ପୂର୍ବରୁ ପୂରା ଦୁନିଆର ନଜର ଏବେ ହର୍ମୁଜ ପ୍ରଣାଳୀ ଉପରେ। ଦୁଇ ଦେଶ ମଧ୍ୟରେ ଲାଗିଥିବା ଏହି ‘କୋଲ୍ଡ ୱାର’ କେଉଁ ମୋଡ଼ ନେଉଛି, ତାହା ଦେଖିବାକୁ ବାକି ରହିଲା।

Related posts

ନିଷ୍ଠୁର ଜେଜେ : ନାତୁଣୀକୁ ଖରାରେ ବାନ୍ଧି ପୁଲିସ ବାବୁ ସସପେଣ୍ଡ

ନିଷ୍ଠୁର ଜେଜେ : ନାତୁଣୀକୁ ଖରାରେ ବାନ୍ଧି ପୁଲିସ ବାବୁ ସସପେଣ୍ଡ

ରୁଷର ମିସାଇଲ ମାଡ଼: ରକ୍ତରଂଜିତ ୟୁକ୍ରେନ, ୧୬ ମୃତ

ରୁଷର ମିସାଇଲ ମାଡ଼: ରକ୍ତରଂଜିତ ୟୁକ୍ରେନ, ୧୬ ମୃତ

ତାମିଲନାଡୁ ମହାଲଢ଼େଇ : ଚେନ୍ନାଇ ଚଉକି ପାଇଁ ‘ହାଇ-ଭୋଲଟେଜ୍’ ଫାଇଟ୍‌

ତାମିଲନାଡୁ ମହାଲଢ଼େଇ : ଚେନ୍ନାଇ ଚଉକି ପାଇଁ ‘ହାଇ-ଭୋଲଟେଜ୍’ ଫାଇଟ୍‌

Latest Posts
ମହିଳା ବିଲ୍‌କୁ ନେଇ ହଟଚମଟ: କୋଟା ଭିତରେ କୋଟା ଦାବି କଲେ ଅଖିଳେଶ, କଡ଼ା ଜବାବ ଦେଲେ ଶାହ

ମହିଳା ବିଲ୍‌କୁ ନେଇ ହଟଚମଟ: କୋଟା ଭିତରେ କୋଟା ଦାବି କଲେ ଅଖିଳେଶ, କଡ଼ା ଜବାବ ଦେଲେ ଶାହ

ନିଷ୍ଠୁର ଜେଜେ : ନାତୁଣୀକୁ ଖରାରେ ବାନ୍ଧି ପୁଲିସ ବାବୁ ସସପେଣ୍ଡ

ନିଷ୍ଠୁର ଜେଜେ : ନାତୁଣୀକୁ ଖରାରେ ବାନ୍ଧି ପୁଲିସ ବାବୁ ସସପେଣ୍ଡ

ରୁଷର ମିସାଇଲ ମାଡ଼: ରକ୍ତରଂଜିତ ୟୁକ୍ରେନ, ୧୬ ମୃତ

ରୁଷର ମିସାଇଲ ମାଡ଼: ରକ୍ତରଂଜିତ ୟୁକ୍ରେନ, ୧୬ ମୃତ

ବିଶ୍ୱରେ ଦବଦବା : ଟାଇମ୍‌ସର ‘ପାୱାରଫୁଲ୍’ ଲିଷ୍ଟରେ ପିଚାଇ, ରଣବୀର ଓ ବିକାଶ

ବିଶ୍ୱରେ ଦବଦବା : ଟାଇମ୍‌ସର ‘ପାୱାରଫୁଲ୍’ ଲିଷ୍ଟରେ ପିଚାଇ, ରଣବୀର ଓ ବିକାଶ

Sticky Mobile Footer
Home Latest Trending Categories Podcast

Your go-to destination for the facts and trending news in Odia language. We are committed to delivering accurate, reliable, and real news covering various topics, including politics, business, technology, entertainment, sports, and more.

Popular Catagory

  • ଆନ୍ତର୍ଜାତୀୟ
  • ଖେଳ
  • ବଲିଉଡ୍
  • Tech
  • Auto

Company

  • About Us
  • Terms and Conditons
  • Privacy Policy
  • Contact Us

© 2025 Odiapaper. All rights reserved.

Type above and press Enter to search. Press Esc to cancel.