Close Menu
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
  • Latest News
  • ଆନ୍ତର୍ଜାତୀୟ
  • ଜାତୀୟ
  • ପଲିଟିକ୍ସ
  • ବାଣିଜ୍ୟ
  • ଖେଳ
  • ବଲିଉଡ୍
  • Tech
  • Auto
Facebook X (Twitter)
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
Facebook X (Twitter)
  • Home
  • ଆନ୍ତର୍ଜାତୀୟ
  • ଜାତୀୟ
  • ପଲିଟିକ୍ସ
  • ବାଣିଜ୍ୟ
  • ଖେଳ
  • ବଲିଉଡ୍
  • Tech
  • Auto
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
Home»ବଲିଉଡ୍

ଜେଲରେ ଜନ୍ମିଲା ‘ଖଳନାୟକ-୨’ର ଆଇଡିଆ : ୪ ହଜାର କଏଦୀଙ୍କ ଗ୍ୟାରେଣ୍ଟିରେ ପରଦାକୁ ଫେରୁଛି ‘ବଲ୍ଲୁ ବଳରାମ’

ବଲିଉଡ୍
ଜେଲରେ ଜନ୍ମିଲା ‘ଖଳନାୟକ-୨’ର ଆଇଡିଆ : ୪ ହଜାର କଏଦୀଙ୍କ ଗ୍ୟାରେଣ୍ଟିରେ ପରଦାକୁ ଫେରୁଛି ‘ବଲ୍ଲୁ ବଳରାମ’
Share
Facebook Twitter Email WhatsApp

ମୁମ୍ବାଇ: ୟେରୱାଡା ଜେଲର ସେହି ଚାରି କାନ୍ଥ। ଚାରିଆଡ଼େ କଏଦୀଙ୍କ ଗହଳି। କିନ୍ତୁ ସେହି ଅନ୍ଧାର କୋଠରୀରେ ବି ଜଣେ ସୁପରଷ୍ଟାରଙ୍କ କ୍ରେଜ୍ କମ୍ ହୋଇନଥିଲା। ବଲିଉଡର ‘ଖଳନାୟକ’ ସଞ୍ଜୟ ଦତ୍ତ ଏବେ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, ତାଙ୍କର ସୁପରହିଟ୍ ମୁଭି ‘ଖଳନାୟକ’ର ସିକ୍ୱେଲ୍ ନିର୍ମାଣ କରିବାର ଆଇଡିଆ ତାଙ୍କ ମୁଣ୍ଡକୁ କୌଣସି ଫାଇଭ୍ ଷ୍ଟାର୍ ହୋଟେଲ୍ କିମ୍ବା ଏସି ରୁମ୍‌ରେ ନୁହେଁ, ବରଂ ଜେଲରେ ଥିବା ବେଳେ ଆସିଥିଲା।

ସଞ୍ଜୁ ବାବାଙ୍କ କହିବା ଅନୁଯାୟୀ, ଜେଲରେ ଥିବା ସମୟରେ ପାଖାପାଖି 4,000 ଜଣ କଏଦୀ ତାଙ୍କୁ ଏହି ଫିଲ୍ମର ଦ୍ୱିତୀୟ ଭାଗ ବିଷୟରେ ପଚାରିଥିଲେ। ସେମାନଙ୍କ ଉତ୍ସାହ ଏତେ ଥିଲା ଯେ, ସମସ୍ତେ ଏକାସ୍ୱରରେ କହିଥିଲେ— ‘ବାବା, ପରଦାକୁ ପୁଣିଥରେ ବଲ୍ଲୁ ବଳରାମକୁ ଫେରାଇ ଆଣନ୍ତୁ, ଆମେ ସମସ୍ତେ ଏହି ମୁଭି ଦେଖିବୁ’। ଏହି ଗ୍ୟାରେଣ୍ଟି ଶୁଣିବା ପରେ ସଞ୍ଜୟ ଦତ୍ତ ନିଜେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ସେଇଠୁ ହିଁ ଆରମ୍ଭ ହୋଇଥିଲା ‘ଖଳନାୟକ-2’ର ପ୍ଲାନ୍।

ସଞ୍ଜୟ ଦତ୍ତଙ୍କ ମତରେ, ‘ଖଳନାୟକ’ର ସେହି କ୍ୟାରେକ୍ଟର ଆଜି ବି ଲୋକଙ୍କ ମନରେ ଜୀବିତ ଅଛି। ଏବେ ସେ ନିର୍ଦ୍ଦେଶକ ସୁଭାଷ ଘାଇଙ୍କ ସହ ମିଶି ଏହି ମେଗା ପ୍ରୋଜେକ୍ଟ ଉପରେ କାମ କରିବାକୁ ବହୁତ ଏକ୍ସାଇଟେଡ୍ ଅଛନ୍ତି। ବଲ୍ଲୁ ବଳରାମର ସେହି ଦାଢ଼ିଆ ଚେହେରା, ସ୍ୱାଗ୍ ଏବଂ ଦମଦାର୍ ଡାଇଲଗ୍ ପୁଣିଥରେ ଫ୍ୟାନ୍ସଙ୍କୁ ପାଗଳ କରିବ ବୋଲି ଚର୍ଚ୍ଚା ହେଉଛି। ଖୁବଶୀଘ୍ର ଏହି ଫିଲ୍ମର ଅଫିସିଆଲ୍ ଆନାଉନ୍ସମେଣ୍ଟ ହୋଇପାରେ ବୋଲି ସୂଚନା ମିଳିଛି।

Related posts

କରଣଙ୍କ କ୍ରୋଧ : ବଲିଉଡରେ ଚାଲିଛି 'ଫେକ୍' ଖେଳ, ପେଡ୍ ପିଆରକୁ ଖୋଲାଖୋଲି ଝାଡ଼ିଲେ ଧର୍ମା ମାଲିକ

କରଣଙ୍କ କ୍ରୋଧ : ବଲିଉଡରେ ଚାଲିଛି ‘ଫେକ୍’ ଖେଳ, ପେଡ୍ ପିଆରକୁ ଖୋଲାଖୋଲି ଝାଡ଼ିଲେ ଧର୍ମା ମାଲିକ

ଗୋବିନ୍ଦାଙ୍କୁ ନେଇ ପତ୍ନୀଙ୍କ ବଡ଼ ଖୁଲାସା: ପୁଅ ହେଲେ ଗୋବିନ୍ଦାଙ୍କ ପରି ହେଉ, ହେଲେ ସ୍ୱାମୀ ନୁହେଁ!

ଗୋବିନ୍ଦାଙ୍କୁ ନେଇ ପତ୍ନୀଙ୍କ ବଡ଼ ଖୁଲାସା: ପୁଅ ହେଲେ ଗୋବିନ୍ଦାଙ୍କ ପରି ହେଉ, ହେଲେ ସ୍ୱାମୀ ନୁହେଁ!

ରିଆଙ୍କୁ ଆଶ୍ଵସ୍ତି : ଖୋଲିଲା ବ୍ୟାଙ୍କ ଆକାଉଣ୍ଟ, ଫେରି ପାଇବେ ଲାପଟପ୍ ଓ ମୋବାଇଲ

ରିଆଙ୍କୁ ଆଶ୍ଵସ୍ତି : ଖୋଲିଲା ବ୍ୟାଙ୍କ ଆକାଉଣ୍ଟ, ଫେରି ପାଇବେ ଲାପଟପ୍ ଓ ମୋବାଇଲ

Latest Posts
ଆସାମ ଇଲେକ୍ସନ୍ : ନୂଆ ସିଟ୍‌ରେ ପୁରୁଣା ଖେଳାଳି, ୱାଜେଦଙ୍କ ଉପରେ କଂଗ୍ରେସର ବଡ଼ ବେଟ୍

ଆସାମ ଇଲେକ୍ସନ୍ : ନୂଆ ସିଟ୍‌ରେ ପୁରୁଣା ଖେଳାଳି, ୱାଜେଦଙ୍କ ଉପରେ କଂଗ୍ରେସର ବଡ଼ ବେଟ୍

ଖୋଲା ଛାତ, ରକେଟ୍ ଭଳି ସ୍ପିଡ୍ : ରାସ୍ତାରେ ନିଆଁ ଲଗାଇବ ବିଏମଡବ୍ଲୁ ର ନୂଆ କାର୍

ଖୋଲା ଛାତ, ରକେଟ୍ ଭଳି ସ୍ପିଡ୍ : ରାସ୍ତାରେ ନିଆଁ ଲଗାଇବ ବିଏମଡବ୍ଲୁ ର ନୂଆ କାର୍

ବେଙ୍ଗଲ୍ ଫେଜ୍-2 ଭୋଟିଂ : ଆରମ୍ଭରୁ ଆକ୍ସନ୍, ଇଭିଏମ୍ ଗଡ଼ବଡ଼ ସାଙ୍ଗକୁ ହିଂସା

ବେଙ୍ଗଲ୍ ଫେଜ୍-2 ଭୋଟିଂ : ଆରମ୍ଭରୁ ଆକ୍ସନ୍, ଇଭିଏମ୍ ଗଡ଼ବଡ଼ ସାଙ୍ଗକୁ ହିଂସା

ଅର୍ଥନୀତି ଉପରେ ମାଡ଼ : କାହିଁକି ଧନୀ ଇସ୍ରାଏଲକୁ ଦରକାର ପଡ଼ିଲା ଟ୍ରମ୍ପଙ୍କ 'ବେଲଆଉଟ୍' ?

ଅର୍ଥନୀତି ଉପରେ ମାଡ଼ : କାହିଁକି ଧନୀ ଇସ୍ରାଏଲକୁ ଦରକାର ପଡ଼ିଲା ଟ୍ରମ୍ପଙ୍କ ‘ବେଲଆଉଟ୍’ ?

Sticky Mobile Footer
Home Latest Trending Categories Podcast

Your go-to destination for the facts and trending news in Odia language. We are committed to delivering accurate, reliable, and real news covering various topics, including politics, business, technology, entertainment, sports, and more.

Popular Catagory

  • ଆନ୍ତର୍ଜାତୀୟ
  • ଖେଳ
  • ବଲିଉଡ୍
  • Tech
  • Auto

Company

  • About Us
  • Terms and Conditons
  • Privacy Policy
  • Contact Us

© 2025 Odiapaper. All rights reserved.

Type above and press Enter to search. Press Esc to cancel.